Day: 18 April 2022

ପୂର୍ବତନ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ : କଟକସ୍ଥିତ ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଏକ ଅତିରିକ୍ତ ମାମଲାରେ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୬୦ ଦିନ ମଧ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ୍ ପ୍ରସ୍ତୁତ କରିବାରେ…

ସାନି ଲକଡାଉନ୍‌ରେ ଥିବା ସାଂଘାଇରେ ପ୍ରଥମ କୋଭିଡ ମୃତ୍ୟୁ

୨୬ମିଲିୟନ ଜନବସତିର ବଡ଼ ସହର ସାଂଘାଇ ଏବେ କୋଭିଡ ବିସ୍ଫୋରଣର ଶିକାର ହୋଇଛି। ରୋଜ ହଜାର ହଜାର ଲୋକ ସଂକ୍ରମିତ ବାହାରୁଥିବାରୁ ସହରକୁ କଡ଼ା ଲକ୍‌ଡାଉନ୍‌ରେ ରଖାଯାଇଛି। ଓମିକ୍ରାନ୍‌ ଭାରିଆଣ୍ଟ ସହରରେ ବ୍ୟାପୁଥିବା ଅଧିକାରୀମାନେ କହିଛନ୍ତି। ତେବେ ଏହାରି ଭିତରେ ସୋମବାର…

ସେଫ୍‌ ବନିବେ ହୁମା

ୱେବ୍‌ ସିରିଜ ହେଉ ଅବା ଫିଲ୍ମ ପ୍ରତ୍ୟେକ ଭୂମିକାରେ ଅଭିନେତ୍ରୀ ହୁମା କୁରେଶୀ ଦର୍ଶକଙ୍କ ମଧ୍ୟରେ ନିଜର ଏକ ଭିନ୍ନ ଛାପ ଛାଡ଼ିଛନ୍ତି। ହୁମା ଏବେ ସେଫ୍‌ ବନିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ଗତ କିଛି ଦିନ ହେବ ସେ ଲୋକପ୍ରିୟ…

ବାଙ୍ଗାଲୋର ମାଛ ଫ୍ୟାକ୍ଟି୍ରରେ ଗ୍ୟାସ୍‌ ଲିକ୍‌ : ୫୦୦ମୃତ

ସହରର ବାହାର ଭାଗରେ ଥିବା ବିଶେଷ ଆର୍ଥିକ ଜୋନ୍‌ ମଧ୍ୟରେ କାର୍ଯ୍ୟ କରୁଥିବା ଏକ ମାଛ ପ୍ରୋସେସିଂ କାରଖାନରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବାରୁ ଘଟିଛି ବଡ଼ ଅଘଟଣ। ସହରର ବାଜପେୟ ପୁଲିସ୍‌ ଥାନା ଅନ୍ତର୍ଗତ ସ୍ପେଶାଲ ଇକୋନମିକ ଜୋନ୍‌ ଭିତରେ…

ଲଖିମପୁର ଖେରି ହିଂସା: ମନ୍ତ୍ରୀଙ୍କ ପୁଅର ବେଲ୍‌ ଖାରଜ କଲେ ସୁପ୍ରିମକୋର୍ଟ

କେନ୍ଦ୍ରଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ସିଂଙ୍କ ପୁଅ ଆଶିଷ ମିଶ୍ରଙ୍କୁ ହାଇକୋର୍ଟରୁ ପ୍ରଦାନ ହୋଇଥିବା ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଉତ୍ତରପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭରତ ଚାଷୀମାନଙ୍କ ଉପରେ ଗାଡି ମଡାଇ ଦେବା ଘଟଣାର ଅଜୟ ମିଶ୍ର ମୁଖ୍ୟ ଅଭିଯୁକ୍ତ ଅଛନ୍ତି।…

ଆରପାରିରେ ବର୍ଷିଆନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର

ରବିବାର ରାତିରେ ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ…